ପୁଣି ଥରେ ତଣ୍ଡ ଗଣିଲେ ଜୟପୁର ବାସିନ୍ଦା

 


EXPOSE KORAPUT...କୋରନା ପ୍ରତି ସଚେତନତା ଦେଖି ଜୟପୁର ପ୍ରଶାସନ ର ନିଦ ଭାଙ୍ଗିଛି। ଅନେକ ଦିନ ବ୍ୟବଧାନ ପରେ ଜୟପୁର ଟାଉନ ପୋଲିସ ଦିନ ବେଳେ ଟାଉନ ଥାନା ସମ୍ମୁଖରେ ମାସ୍କ ଚେକ୍ କରିଥିଲେ। ଯାହା ଦ୍ଵାରା କରୋନା ନିର୍ଭୟୀ ୪୦ ଜଣ ଅମାନିଆଙ୍କ ଠାରୁ ୨୦.୦୦୦ଟଙ୍କା ଆଦାୟ କରାଯାଇଥିବା ସୁଚନା ଦେଇଛନ୍ତି ଜୟପୁର ଟାଉନ ପୋଲିସ ଥାନା ଅଧିକାରୀ ବାଲେଶ୍ଵର ଗିଧି। ଏହା ପୁଣି ଥରେ କରୋନା ରୁ ବଞ୍ଚିତ ହେବାପାଇଁ ଏବଂ ନିଜର କଷ୍ଟ ଅର୍ଜିତ ଧନକୁ ତଣ୍ଡ ନଗଣିବାକୁ ଏକ ଉଦାହରଣ ଦେଇଛନ୍ତି।