ଜୟପୁର ଟାଉନ ପୋଲିସ ର ଜୁଆ ଆଡ୍ଡା ଉପରେ ଚଢ଼ଉ

 ଜୟପୁର--ଲକଡାଉନ ସଟଡାଉନ ଭିତରେ ସହରରେ ଅପରାଧିକ କାର୍ଯ୍ୟ କଳାପ ଜାରି ରହିଥିବା ବେଳେ ପଦକ୍ଷେପ ନେଉଛି ପୋଲିସ । ଜୟପୁର ଟାଉନଥାନା ପକ୍ଷରୁ ଏକ ଜୁଆ ଆଡ୍ଡା ରେ ଚଢ଼ାଉ କରାଯାଇ ନ ଜଣ ଜୁଆଡି ଙ୍କୁ ଅଟକ ରଖାଯାଇଛି । ଟାଉନ ପୋଲିସ ଘଟଣା ସ୍ଥଳରୁ ୫୯ହଜାର୬୦୦ ଟଙ୍କା ଓ ଦଶଟି ମୋବାଇଲ ଜବତ କରିଛି । ଏପରି ଅଚାନକ ଚଢ଼ାଉ ପାଇଁ ଜୟପୁର ରେ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସହର ବାସୀନ୍ଦା ଜୟପୁର ଟାଉନ ପୋଲିସ ର ଏଭଳି କାର୍ଯ୍ୟକଳାପକୁ ସ୍ଵାଗତ କରିଛନ୍ତି। 
Add caption