ନୂତନ ଆମିଷ ବଜାର ଉଦଘାଟନ

 


କୋଟପାଡ଼  N.A.C   ଵାସୁଗୁଡା  ୱାର୍ଡ  ନମ୍ବର  12 ଠାରେ  ଆଜି  ଆମିଷ  ବଜାର  ଉଦଘାଟନ  ହେଇଚି . ଏହି  କାର୍ଯକ୍ରମ ରେ ଅଥିତି  କୋଟପାଡ଼  ବିଧାୟିକା  ତଥା  ହସ୍ତତନ୍ତ  ମନ୍ତ୍ରୀ   ଶ୍ରୀମତୀ  ପଦ୍ମିନୀ  ଦିଆନ  ଓ  ନବରଙ୍ଗପୁର  ସାଂସଦ  ଶ୍ରୀଯୁକ୍ତ  ରମେଶ  ମାଝୀ,  ପୌରନିର୍ବାହି  ଅଧିକାରୀ  ଶ୍ରୀ  ଆଲୋକ ରଞ୍ଜନ  ସାମନ୍ତରାୟ , ଅରିଫ ପଟେଲ , ଶଙ୍କର  ପଣ୍ଡା , ଜିଲ୍ଲା  ସାମ୍ବାଦିକ  ସଂଘ  ର  ଉପ  ସଭାପତି  ଶ୍ରୀ  ହରିଶ  ପଟ୍ଟନାୟକ ସମେତ କୋଟପାଡ଼ ର  ବିଶିଷ୍ଠ  ବୁଦ୍ଧିଜୀବି  ବ୍ୟକ୍ତି  ଉପସ୍ଥିତ  ଥିଲେ. ଏହି  ବଜାର  ଦ୍ଵାର  କୋଟପାଡ଼  ବାସି  ଆମିଷ ପ୍ରେମୀ  ଗୋଟିଏ  ବଜାର  ରେ  ମାଛ  ମାଂସ  ସବୁ ପାଇ  ପାରିବେ.ତାହା  ସହ  ଦୋକାନୀ   ଙ୍କୁ ବି  ଅଳ୍ପ  ଟଙ୍କା  ରେ  ଦୋକାନ  ଗୃହ  ମିଳିପାରିଲା  ଦୋକାନୀ  ଭି  ପ୍ରଶାସନ  ର ଏହି  କାମ  ରେ  ବହୁତ  ଖୁସି  ଅଛନ୍ତି. 


କୋଟପାଡ଼  ରୁ  ଅନୁପ  ମିର୍ଧା ଙ୍କ  ରିପୋର୍ଟ  Expose Koraput