କୋଟପାଡ ମହାବିଦ୍ୟାଳୟ ରେ ସହିଦ୍ କୁ ଅସମ୍ମାନ

 


ଅଭିଭକ୍ତ କୋରାପୁଟ  ଜିଲ୍ଲା  ତଥା  ଓଡିଶା  ର  ସ୍ୱାଧୀନତା  ସଂଗ୍ରାମୀ  ସହିଦ  ଲକ୍ଷ୍ମଣ ନାୟକ ଙ୍କୁ  କୋଟପାଡ଼  ମହାବିଦ୍ୟାଳୟ  ପରିସରରେ ଥିବା ମହିଳା ପରିସ୍ରାଗାର  ରେ  ପ୍ରତିମୂର୍ତ୍ତିଟି କୁ ଫିଙ୍ଗି ଦିଆଯାଇଥିବାର  ଦେଖିବାକୁ  ମିଳୁଛି ।

ପ୍ରତିମୁର୍ତ୍ତି ଚାରିପାଖେ  ମଦ୍ୟପ ମାନେ ମଦ ବୋତଲ ଫିଙ୍ଗି  ଥିବାର  ମଧ୍ୟ୍ୟ  ନଜର  କୁ ଆସିଛି. ଏକ  ଆଦିବାସୀ  ଅଧ୍ୟୁଷିତ  ଅଞ୍ଚଳ ର ମହାବିଦ୍ୟାଳୟ ରେ ସହିଦ ଙ୍କୁ ଏପରି  ଅସମ୍ମାନ  କୁ ନେଇ ବୁଦ୍ଧି ଜିବି  ମହଲ  ରେ ଅସନ୍ତୋଷ  ଦେଖା ଦେଇଥିବା  ବେଳେ ମହିଳା  ଶୌଚାଳୟ  କବାଟ ଲାଗି  ନଥିବା  ଆଶ୍ଚର୍ଯ୍ୟ  ବିଷୟ ବୋଲି ସହରରେ ଚର୍ଚ୍ଚା  ଜୋର ଧରିବାରେ ଲାଗିଛି। ଆଶା କରୁଛୁ ଆମର ଏହି ଖବର ପ୍ରକାଶିତ ହେଲା ପରେ କୋଟପାଡ଼ ମହାବିଦ୍ୟାଳୟ ର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବେ। 


 କୋଟପାଡ଼ରୁ  ଅନୁପ ମିର୍ଧା  ଙ୍କ ରିପୋର୍ଟ  Expose Koraput