କୋଟପାଡ଼ ବଣିଆ ଗାଁର ରାସ୍ତା ର ଅବସ୍ଥା ଶୋଚନୀୟ


EXPOSE KORAPUT-/// କୋଟପାଡ଼ ତହସିଲ ଅନ୍ତର୍ଗତ  ଗୁଆଳି  ଗ୍ରାମପଞ୍ଚାୟତ  ଅନ୍ତର୍ଗତ  ବଣିଆ ଗ୍ରାମ ଦେଇ ଯାଇ ଥିବା  ପ୍ରଧାନମନ୍ତ୍ରୀ  ସଡ଼କ ର ଅବସ୍ଥା ବହୁତ  ଶୋଚନୀୟ  ହୋଇ ପଡିଛି ସୂଚନା ଅନୁଯାୟୀ  କୋଷଗୁମଡା  ଗ୍ରାମ  ର ଭାସକଏଲ ନଦୀ ଠାରୁ ପ୍ରତିଦିନ ଶତାଧିକ ଟିପିର ଯୋଗେ ସେମିଲିଗୁଡା,   ଜୟପୁର , କୋରାପୁଟ ବିଜୟନଗରମ , ବିଶାଖାପାଟଣା ଓ ଛତିଶଗଡ଼  କୁ ପ୍ରତେକ  ଦିନ ଶତାଧିକ  ବାଲି  ବୋଝେଇଁ  ଭାରି ଯାନ

  ଯିବା  ଯୋଗୁଁ  ଉକ୍ତ  ଗ୍ରାମର ସଡ଼କ   ଅବସ୍ଥା  ବହୁ ଜାଗା ରେ ଖାଲ ଖମଆର ହୋଇଯାଇଅଛି  ଫଳ ରେ ଗ୍ରାମର ମହିଲା  ମାନେ ମଧ୍ୟ୍ୟ  ପାଣି ପାଇଁ  ବି  ନଳକୂପକୁ ଆସିପାରୁନାହାନ୍ତି ଏବଂ  ଗର୍ଭବତୀ  ମହିଳା  ମାନେ ଓ ଆମ୍ବୁଲାନ୍ସ  ଏହି ରାସ୍ତା ରେ ଆସି ପାରୁ ନାହିଁ ବାରମ୍ବାର  ଗ୍ରାମବାସୀ ଙ୍କ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ  ପ୍ରଶାସନ  ପଦକ୍ଷେପ  ନିଆଯାଇନଥିବା  ର ଜଣାଯାଇଅଛି  ତେଣୁ ପୁର୍ବତନ  ସରପଞ୍ଚ  ଶ୍ରୀ ରାଜ ମୋହନ ଭଣ୍ଡାରୀ  ବରିଷ୍ଠ  କଂଗ୍ରେସ ନେତା ହମିଦ ଜାନୁ ସୁବାସ ମାଝୀ ଆଉ ଅପେକ୍ସ  ସଭାପତି  ଶ୍ରୀ ବିରେନ  ବିଶୋଇ,  ଜିଲ୍ଲା ସାମ୍ବାଦିକ  ସଂଘ  (OJU) ର ଉପସଭାପତି  ଶ୍ରୀ  ହରିଶ  କୁମାର  ପଟନାୟକ ,  ଶିର  ମାଝୀ,   ଯୋଗେନ୍ଦ୍ର  ମାଝୀଙ୍କ  ସମେତ  ଗ୍ରାମ ବାସି ମାନେ ଏକ  ସପ୍ତାହ  ମଧ୍ୟ୍ୟ  ରେ ଏହାର  ସମାଧାନ  ନ ହେଲେ  ରାସ୍ତା ରୋକ  ହେବ  ବୋଲି  ଦାବି  ପତ୍ର  ଶ୍ରୀମତୀ  ଟ୍ୱିଙ୍କିଲେ ସେଠି ଅତିରିକ୍ତ  ତହସିଲଦାର  ଙ୍କ  ଜରିଆ  ରେ ଜିଲ୍ଲାପାଳଙ୍କୁ  ପ୍ରଦାନ କରାଯାଇଥିବା  ଜଣାଯାଇଅଛି. ଏହାର  ଏକ ନକଲ  କୋଟପାଡ଼  ଥାନା  ଅଧିକାରୀଙ୍କୁ  ପ୍ରଦାନ  କରାଯାଇଥିବା  ଜଣାଯାଇଛି. 

କୋଟପାଡ଼ ରୁ ଅନୁପ ମିର୍ଧା  ଙ୍କ  ରିପୋର୍ଟ     Expose କୋରାପୁଟ