ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବନ୍ୟାଞ୍ଚଳ ପରିଦର୍ଶନ

 


ଅଖିଳ ଭାରତୀୟ କଂଗ୍ରେସମ କମିିଟିର ନିର୍ଦ୍ଧେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସନ୍ଧାନକାରୀ କମିଟି ବାଲେଶ୍ୱର ଗସ୍ତରେ ଯାଇ ଆଜି ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, ପୂର୍ବତନ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଜୟଦେବ ଜେନା ସମେତ ନୋବଜ୍ୟାେତି ପଟ୍ଟନାୟକ ଓ ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବାଲେଶ୍ବର ପହଞ୍ଚି ବନ୍ୟା ବାତ୍ୟା ପ୍ରଭାବୀତ ଅଞ୍ଚଳରେ ସରକାର ଲୋକଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଞ୍ଚାଇଛନ୍ତି ନା ନାହିଁ ତାହା ତଦାରଖ କରିଛନ୍ତି ଏବଂ ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚି ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛନ୍ତି