ମନେରଗା ଯୋଜନା ପ୍ରକଳ୍ପ ନିମନ୍ତେ ବଡପଡା ଗ୍ରାମ ରେ ବୈଠକ

 


ଆଜି ଜାମୁଣ୍ଡା ଗ୍ରାମ ପଞ୍ଚାୟତ ର ବଡପଡ଼ା ଠାରେ ମନରେଗା ଯୋଜନାରେ ପ୍ରକଳ୍ପ ପ୍ରାରମ୍ଭ ବୈଠକ ଆୟାଜନ କରାଗଲା, ଏହି ବୈଠକରେ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ଏବଂ ଗ୍ରାମ ରୋଜଗାର ସେବିକା ଉପସ୍ଥିତ ରହି ଆଗାମୀ ଦିନରେ ବଡପଡ଼ା ରେ ହେବାକୁ ଥିବା ମନରେଗା କାର୍ଯ୍ୟ ବିଷୟରେ ଆଲୋଚନା କରାଗଲା, ସମସ୍ତ ଗ୍ରାମବାସୀ ଙ୍କ ସହମତିରେ ବଡପଡ଼ା ଶ୍ରୀ ଝାଡେଶ୍ଵର ଗ୍ରୁପ୍ କୁ ଖେଳ ପଡିଆ ଏବଂ ଅନ୍ୟାନ୍ୟ ଉନ୍ନତି ମୁଳକ କାର୍ଯ୍ୟ କରିବାକୁ ଦାୟିତ୍ଵ ଦିଆଗଲା।

ଏହି ବୈଠକରେ ଗ୍ରାମର ସମସ୍ତ  ବ୍ୟକ୍ତି, ଶ୍ରୀ ଝାଡେଶ୍ଵର ଗ୍ରୁପ୍ ର ସମସ୍ତ ସଦସ୍ୟ, ୱାର୍ଡ ସଭ୍ୟ ଏବଂ ନାୟବ ସରପଞ୍ଚ ଉପସ୍ଥିତ ଥିଲେ।